ବିଜେଡିର ସାଂଗଠନିକ ବୈଠକ ଅନୁଷ୍ଠିତ।

0 313

ପୋଲସରା,୩୧/୦୧(ପିପିଟି):ପୋଲସରା କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ପୋଲସରା ବ୍ଲକ୍ ଓ ଏନ୍.ଏ.ସି ସ୍ତରୀୟ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।ପୋଲସରା ବ୍ଲକ୍ ଓ ଏନ୍.ଏ.ସି ର ଜନ ପ୍ରତିନିଧି ଓ ବିଜୁ ଜନତା ଦଳର ବରିଷ୍ଠ କର୍ମୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.