ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର ,ବଢ଼ିବନି ବିଜୁଳି ଦର ।

0 536

ଭୁବନେଶ୍ବର,୨୨/୦୪-ବିଶ୍ୱ ଓ ଦେଶ ଭଳି ମଧ୍ୟ ରାଜ୍ୟରେ କରୋନା ପ୍ରଭାବ ପଡ଼ିଛି । କିନ୍ତୁ ଏହାରି ମଧ୍ୟରେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ଏକ ଆଶ୍ୱସ୍ତିିକର ଖବର ଆସିଛି । ୨୦୨୦-୨୧ ବର୍ଷ ପାଇଁ ବିଜୁଳି ଦର ବଢ଼ିବନି ବୋଲି ସୂଚନା ମିଳିଛି । ଦର ଅପରିବର୍ତ୍ତିତ ରଖିଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ।

Leave A Reply

Your email address will not be published.