ବୁଗୁଡା,୨୩/୦୨(ପିପିଟି):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ଗ୍ରାମ ଠାରେ ୪୧ ନମ୍ବର ଜୋନ ସ୍ତରୀୟ ମଧୁବାବୁ ପେନସନ୍ ଯୋଜନା ଆନୁକୁଲ୍ୟରେ ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ବୃଦ୍ଧ ବୃଦ୍ଧା, ବିଧବା ମହିଳା ଓ ଭିନ୍ନକ୍ଷମ ମାନଙ୍କୁ ଭତ୍ତା ବଣ୍ଟନ କହିଛନ୍ତି।