ବାରହା ଫାଶରେ କଲରାପତରିଆ ବାଘ ।

0 257

ଢେଙ୍କାନାଳ ,୦୭/୧୧:ଢେଙ୍କାନାଳ ବନଖଣ୍ଡରେ ବାରହା ଶିକାର ପିନ ବସା ଯାଇଥିବା ଏକ ଫାଶରୁ ଏକ କଲରା ପାତରିଆ ବାଘକୁ ବନ ବିଭାଗ ଉଦ୍ଧାର କରିଛି । ବାଘ କୁ ପ୍ରାଥମିକ ଚିକିସ୍ଛା କରାଯାଇ ନନ୍ଦନକାନନକୁ ପଠାଯାଇଛି । ଢେଙ୍କାନାଳ ଡିଏଫଓ ସୁମିତ କରଙ୍କ ସୂଚନା ଅନୁସାରେ,ମହାବିରୋଡ଼ ରେଞ୍ଜ ଦାଦରଘାଟି ସେକ୍ସନ ଘଗରାମୁଣ୍ଡା ବିଟ ଅସନବାହାଳି ଜଙ୍ଗଲରେ ବାରହା ଶିକାର ପାଇଁ ଏକ ଫାଶରେ ଏକ କଲରା ପତରିଆ ବାଘ ପଡିଥିଲା । ଟ୍ରାଙ୍କୁଲାଇଜ ପରେ ତିନୋଟି ଫାସକୁ କାଟି ବାଘକୁ ସୁରକ୍ଷିତ ଭାବେ ଉଧାର କରାଯାଇଥିଲା। କେଉଁଝର, ଢେଙ୍କାନାଳ,ଅନଗୁଳ ଓ କପିଳାସ ରେସକ୍ୟୁ ଟିମ ପହଞ୍ଚିବା ସହ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବନାଞ୍ଚଳରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବନ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳ ବାଘ ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାପରେ ତାକୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯିବା ନେଇ ଢେଙ୍କାନାଳ ଡିଏଫଓ ଶ୍ରୀ କର ସୂଚନା ଦେଇଛନ୍ତି । ତେବେ ବାରମ୍ବାର ଶିକାରି ବାରାହା ଶିକାର ପାଇଁ ଫା

ଢେଙ୍କାନାଳ,୦୭/୧୧:ଢେଙ୍କାନାଳ ବନଖଣ୍ଡରେ ବାରହା ଶିକାର ପିନ ବସା ଯାଇଥିବା ଏକ ଫାଶରୁ ଏକ କଲରା ପାତରିଆ ବାଘକୁ ବନ ବିଭାଗ ଉଦ୍ଧାର କରିଛି । ବାଘ କୁ ପ୍ରାଥମିକ ଚିକିସ୍ଛା କରାଯାଇ ନନ୍ଦନକାନନକୁ ପଠାଯାଇଛି । ଢେଙ୍କାନାଳ ଡିଏଫଓ ସୁମିତ କରଙ୍କ ସୂଚନା ଅନୁସାରେ,ମହାବିରୋଡ଼ ରେଞ୍ଜ ଦାଦରଘାଟି ସେକ୍ସନ ଘଗରାମୁଣ୍ଡା ବିଟ ଅସନବାହାଳି ଜଙ୍ଗଲରେ ବାରହା ଶିକାର ପାଇଁ ଏକ ଫାଶରେ ଏକ କଲରା ପତରିଆ ବାଘ ପଡିଥିଲା । ଟ୍ରାଙ୍କୁଲାଇଜ ପରେ ତିନୋଟି ଫାସକୁ କାଟି ବାଘକୁ ସୁରକ୍ଷିତ ଭାବେ ଉଧାର କରାଯାଇଥିଲା। କେଉଁଝର, ଢେଙ୍କାନାଳ,ଅନଗୁଳ ଓ କପିଳାସ ରେସକ୍ୟୁ ଟିମ ପହଞ୍ଚିବା ସହ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବନାଞ୍ଚଳରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବନ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳ ବାଘ ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାପରେ ତାକୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯିବା ନେଇ ଢେଙ୍କାନାଳ ଡିଏଫଓ ଶ୍ରୀ କର ସୂଚନା ଦେଇଛନ୍ତି । ତେବେ ବାରମ୍ବାର ଶିକାରି ବାରାହା ଶିକାର ପାଇଁ ଫାସ ବସାଯାଉଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.