ବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।

0 288

ଯାଜପୁର,୨୫/୧୦(ପିପିଟି):ବାତ୍ୟା ଦାନା ଅତିକ୍ରମ କରିଛି ଏବେ ବି ଲୋକ ବାତ୍ୟା ଆଶ୍ରୟ ସ୍ତଳୀରେ ଅଛନ୍ତି । ସୁକିନ୍ଦାର ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତି ରଂଜନ ଘଡେଇ ନିଜ ନିର୍ବାଚନ ମଣ୍ଡଳୀ ବୁଲି ସାଧାରଣ ଲୋକଙ୍କ ସମସ୍ୟା ପଚାରି ବୁଝିବା ବେଳେ ଜଣେ ମାଉସୀଙ୍କ ଆଖିର ଲୁହ ମନର କୋହକୁ ସ୍ୱ ଚକ୍ଷୁରେ ପରଖି ସ୍ଥାୟୀ ସମାଧାନ କରିଥିଲେ।

Leave A Reply

Your email address will not be published.