ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ୨୦ ରୁ ଉର୍ଦ୍ଧ୍ବ ଆହତ ଓ ୫ ରୁ ଉର୍ଦ୍ଧ୍ବ ଗୁରୁତର ।

0 306

ଲକ୍ଷ୍ମୀପୁର,୦୨/୧୦ :କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ତୋୟାପୁଟ ନିକଟରେ ଏକ ଘରୋଇ ବସ ସହିତ କାଠ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା। ଆହତ। ଥେରୁବାଲି ରୁ ଜୟପୁରୁ ଯାଉଥିଲା ଏକ ଘରୋଇ ବସ। ଟ୍ରକଟି ନୀଳଗିରି କାଠ ନେଇ ଏକ କାଗଜ କଳକୁ ଯାଉଥିଲା ଟ୍ରକ୍। ଅନେ ଗୁରୁତର ଓ ଆହ। ଉଭୟ ଟ୍ରକ ଓ ବସ ଡ୍ରାଇଭର ଗୁରୁତର। ଟ୍ରକ ଡ୍ରାଇଭର ଙ୍କୁ କଟର ସାହାଯ୍ୟରେ ଉଦ୍ଧାର ଚାଲିଛି। ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା ପରେ ଅନେକଙ୍କୁ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ କୁ ସ୍ଥାନାନ୍ତର।ସକାଳ ପ୍ରାୟ ୮ଟା ରେ ଘଟିଛି ଘଟଣା। ତେବେ ପ୍ରାଥମିକ ଖବର ଅନୁଯାୟୀ ମହିଳା ଓ ପୁରୁଷଙ୍କୁ ମିଶାଇ ୨୫ ଜଣ ଆହତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଓ ଜଣେ ଛୋଟ ପିଲା ଥିବା ଜଣାପଡ଼ିଛି। ପାଞ୍ଚ ଜଣରୁ ଊର୍ଦ୍ଧ୍ବଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Leave A Reply

Your email address will not be published.