ଫେରାର ଆସାମୀ ଗିରଫ ।

0 338

ପୋଲସରା,୧୭/୦୬ (ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନାର ୨୦୨୫ ମସିହାର ପ୍ରଥମ କେସ ନଂ ୧/୨୦୨୫ ର ଆସାମୀ ପୋଲସରା ସହରର ମିଲ ସାହିର କବିରାଜ ଗୌଡ଼ଙ୍କ ପୁଅ କେରାଣ୍ଡି ଓରଫ ଲକ୍ଷ୍ମଣ ଗୌଡ଼ଙ୍କୁ ଗିରଫ କରାଯାଇ ଜୁନ ୧୭ ତାରିଖ ଦିନ କୋର୍ଟ ଚାଲାଣ ହୋଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି। ମାମଲା ରୁଜୁ ହେବା ପରେ କେରାଣ୍ଡି ଓରଫ ଲକ୍ଷ୍ମଣ ଓଡିଶା ଉଚ୍ଚ ନ୍ୟାୟାଳୟରୁ ଷ୍ଟେ ଅର୍ଡର ଆଣିବା ଯୋଗୁଁ ଲକ୍ଷ୍ମଣ ଗୌଡ଼ ଗିରଫ ହୋଇନଥିଲେ। ନିର୍ଦ୍ଦେଶର ମିଆଦ ଶେଷ ହେବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.