ପୋଲସରା,୧୮/୦୧( ପିପିଟି ): ପୋଲସରା ବ୍ଳକ ଅନ୍ତର୍ଗତ ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟରେ ବାଳିକା ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି। ଉଦଯାପନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ସଂଜୁଲତା ଡାକୁଆ ମୂଖ୍ୟ ଅତିଥି ରୁପେ ଯୋଗ ଦେଇ ମହିଳା କିପରି ଆତ୍ମ ରକ୍ଷା କୌଶଳ ଶିଖିବା ଏକ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା। ଏହି ଅବସରରେ କଲେଜର ଅଧ୍ୟକ୍ଷ ସଚିନ୍ଦ୍ର କୁମାର ମିଶ୍ର ଝିଅ ମାନଂକ ନିଜର ଆତ୍ମ ବଳ ହିଁ କୋୖଣସି ପରିସ୍ଥିତିରେ ଠିଆ ହୋଇ ପାରିବା ପାଇଁ ଶକ୍ତି ଅଟେ।ଦୁଇ ଜଣ ମାଷ୍ଟର ଟ୍ରେନର ସୁଚିତ୍ରା ଓ ସୁଜ୍ଞାନି ଆତ୍ମ ରକ୍ଷା କୋୖଶଳ ଶିକ୍ଷା ଦେଇଥିଲେ।ପ୍ରୋଗ୍ରାମ କୋଡିନେଟର ଅଧ୍ୟାପିକା ରଶ୍ମିତା କୁମାରୀ ପାଣୀଗ୍ରାହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା