ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଶ୍ରଦ୍ଧାଞ୍ଜଳୀ। ଜିଲ୍ଲା By Devasmita mohanty On Oct 11, 2024 0 271 Share ପୋଲସରା,୧୧/୧୦(ପିପିଟି):ପୋଲସରା ପୂର୍ବତନ ବିଧାୟକ ସ୍ଵର୍ଗତ ନିରଞ୍ଜନ ପ୍ରଧାନଙ୍କ ଅକାଳ ବିୟୋଗ ଅନ୍ତିମ ଯାତ୍ରାରେ ପୋଲସରା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ସ୍ଵର୍ଗତ ପ୍ରଧାନଙ୍କ ମର ଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। 0 271 Share