ପୂଜାମଣ୍ଡପ ବୁଲି ଦର୍ଶନ କଲେ ପୂର୍ବତନ ମନ୍ତ୍ରୀ ।

0 286

ପୋଲସରା,୧୨/୧୦(ପିପିଟି):ପୋଲସରା ବ୍ଲକ୍ ରୁମାଗଡ଼, କଳମ୍ବ ଓ ପୋଲସରା ଏନ୍.ଏ.ସି ଲୁଣିଘାଟି ଏବଂ ବୁଗୁଡ଼ା ବ୍ଲକ୍ ମାଣିବନ୍ଧ ଗ୍ରାମ ଠାରେ ଜଗତଜନନୀ ମା’ଦୂର୍ଗା ଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି । ପୋଲସରା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମେଢ଼ ବୁଲି ମା’ ଙ୍କ ଦର୍ଶନ ଲାଭ କରିବା ସହିତ ଆଶିଷ ଲାଭ କରିଛନ୍ତି।

Leave A Reply

Your email address will not be published.