ପୁର୍ବତନ ବିଧାୟକ ପ୍ରଣବ ବଲବନ୍ତ ରାୟ ଗାଡିକୁ ଅଣ୍ଡାମାଡ଼;ଜିଲ୍ଲା ବ୍ୟାପି ନିନ୍ଦା ।

0 219

ଯାଜପୁର,୧୭/୧୦(ପିପିଟି): ଆଜି ଧର୍ମଶାଳା ର ପୂର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟଙ୍କ ଗାଡିକୁ କିଛି ଅସାମାଜିକ ବ୍ୟକ୍ତି ଅଣ୍ଡା ମାଡ଼ କରିଛନ୍ତି ଯାହାକି ଜିଲ୍ଲା ବ୍ୟାପି ଏହାକୁ ନିନ୍ଦା କରଯାଇଛି । ଖବର ରୁ ପ୍ରକାଶ ପୂର୍ବତନ ବିଧାୟକ ପ୍ରଣବ କୁରିକଣା ପଞ୍ଚାୟତ ମା ଲଷ୍ମୀ ପୂଜା ମଣ୍ଡପ ବୁଲି ବାରଡ଼ା କୁ ଫେରୁଥିବା ବେଳେ ରାସ୍ତାରେ କିଛି ଅସାମାଜିକ ଯୁବକ ଅଣ୍ଡା ମାଡ଼ କରିଥିଲେ । ଏହି ଘଟଣା ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।

Leave A Reply

Your email address will not be published.