ପାଞ୍ଚ ଜଣ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ ।

0 248

କୋଦଳା,୧୩/୧୧(ପିପିଟି): ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ଥାନା ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଥାନାର ପୋଲିସ କର୍ମଚାରୀ ବିଭିନ୍ନ ଗାଁ ରେ ଚଢାଉ କରି ବିଭିନ୍ନ ଅପରାଧରେ ଜଡିତ ଥିବା ୫ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ସୂତ୍ରରୁ ପ୍ରକାଶ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.