ଯାଜପୁର,୩୧/୧୦(ପିପିଟି): ନିଆରା ମଣିଷ ଟିଏ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତ ରାୟ ସୁଖ ହେଉ ଅବା ଦୁଃଖ ସୁବୁଥିରେ ଆଗରେ ନାଁ ଅଛି ଗର୍ବ ନା ଅଛି ଅହଙ୍କାର ଧର୍ମଶାଳା ବାସୀଙ୍କର ଅତି ପ୍ରିୟ ଦିପୁ ଭାଇ । ବିଭିନ୍ନ ଧର୍ମଙ୍କୁ ସମ୍ନାନ ଜଣାଇ ତାଙ୍କ ସହ ସାମିଲ ହୁଅନ୍ତି ଆଜି ଆଜି ଧର୍ମଶାଳା ବ୍ଲକ ଚୋରମୁହାଁ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ପୀର ପ୍ରଭୁଙ୍କ ପବିତ୍ର ଉତ୍ସବ ପର୍ବରେ ଯୋଗଦେଇ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବା ସହିତ ଧର୍ମଶାଳା ବାସୀଙ୍କ ମଙ୍ଗଳ କାମନା କରିଥିଲେ।