ନିଆରା ଢଙ୍ଗରେ ଦୀପାବଳି ପାଳିଲା ଏବିଭିପି ।

0 397

ବୁଗୁଡ଼ା ,୦୧/୧୧(ପିପିଟି):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଘୁମୁସର ଜିଲ୍ଲା ବୁଗୁଡ଼ା ନଗର ପକ୍ଷରୁ ଦୀପାବଳୀ ଉତ୍ସବ ପାଳନ କରାଯାଇଅଛି । ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ନେଇ `କୁନି ମୁହଁ ରେ ହଂସ ` ଅଭିଯାନ ମାଧ୍ୟମରେ ସ୍ୱଦେଶୀ ଆତସବାଜି ଫୁଟାଇବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପରିଷଦର ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ, ବୁଗୁଡ଼ା ନଗର୍ ଷ୍ଟୁଡେଣ୍ଟ୍ ଫର୍ ସେବା ସଂଯୋଜକ ସୁମନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଭଳି ନିଆରା କଜ୍ୟକର୍ମକୁ ଗ୍ରାମ ବାସୀ ଖୁସି ବ୍ୟକ୍ତ କରିବା ସହ ସାଧୁବାଦ୍ ଜଣାଇଥିଲେ ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.