“ନାଲସା-ଆଶା” ଯୋଜନା ଅଧୀନରେ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ସଚେତନତା ଶିବିର ।

0 227

ଛତ୍ରପୁର,୨୦/୦୧(ପିପିଟି): ସୋରଡ଼ା ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA), ଗଞ୍ଜାମ ପକ୍ଷରୁ ଏକ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜନ ସାଧାରଣଙ୍କୁ ନାଲସା (NALSA) ‘ଆଶା’ (ASHA – Awareness Support, Help, Action) ଯୋଜନା ସମ୍ପର୍କ ରେ ସଚେତନ କରାଯାଇଥିଲା ।

ଏହି ସଚେତନତା ଶିବିରରେ ଶେଖ ମହମ୍ମଦ କ୍ୱାଇସ, ଅତିରିକ୍ତ ଜିଲ୍ଲା ଜଜ୍, ଭଞ୍ଜନଗର,ବ୍ୟୋମକେଶ ନାୟକ, ସମ୍ପାଦକ,ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଗଞ୍ଜାମ,ଲୋକନାଥ ମିଶ୍ର, ବରିଷ୍ଠ ଦେୱାନୀ ଜଜ୍ ତଥା ଅଧ୍ୟକ୍ଷ, ତାଲୁକ ଆଇନ ସେବା ସମିତି, ସୋରଡ଼ା,ସ୍ଥିତପ୍ରଜ୍ଞ ବିଶ୍ୱାଳ, ଜେ.ଏମ୍.ଏଫ୍.ସି,ସୋରଡ଼ା,ଗୋପାଳ କୃଷ୍ଣ ରାଉତରାୟ,ତହସିଲଦାର, ସୋରଡ଼ା,ନୀଳାଞ୍ଚଳ ବିଷୋୟୀ, ସମ୍ପାଦକ,ସୋରଡ଼ା ଓକିଲ ସଂଘ, ସବିତାଶବର,ସି.ଡି.ପି.ଓ ,ସୋରଡ଼ା ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.