ନାମାଙ୍କନ ଦାଖଲ କଲେ ପ୍ରଦୀପ କୁମାର ସାହୁ।

0 316

ବୋଲଗଡ଼,୦୩/୦୫(ପିପିଟି): ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳର ବିଧାୟକ ପାର୍ଥୀ ଭାବରେ ପ୍ରଦୀପ କୁମାର ସାହୁ ବହୁନେତା ଓ କର୍ମୀ ମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା କାର୍ଯାଳୟ ରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିଲେ। ଯାହା କି ବିରୋଧ ଦେଖି ଛାନିଆ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.