ପୋଲସରା,୧୩/୧୨(ପିପିଟି):ପୋଲସରା ଏନ୍ଏସି ବାଲିଘାଇ ଶ୍ରୀ ଶ୍ରୀ ରାମେଶ୍ବର ଦେବଙ୍କ ମନ୍ଦିର ଠାରେ ନୂତନ ରୌପ୍ୟ ଲିଙ୍ଗ ପତିଷ୍ଟା ଏବଂ ରୁଦ୍ର ଯଜ୍ଞ, ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଅଛି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଛନ୍ତି।