ତହସିଲଦାର ମନମୁଖୀ କାମକୁ ବିରୋଧ କରି ଅମରଣ ଅନଶନ।

0 150

ବୋଲଗଡ଼,୨୬/୧୨(ପିପିଟି):ବୋଲଗଡ଼ ତହସିଲଦାର ଙ୍କର ମନମୁଖୀ କାମକୁ ବିରୋଧ କରି ଅମରଣ ଅନଶନ ରେ ବସିଛନ୍ତି ବୋଲଗଡ଼ ର ନରେନ୍ଦ୍ର  କୁମାର ସାହୁ। ନରେନ୍ଦ୍ରଙ୍କର ପୂର୍ବ ପୈତୃକ ଜାଗାରେ ଜିବା ଆସିବା କରିବା ବାଟରେ ବର୍ତ୍ତମାନ ବୋଲଗଡ଼ ତହସିଲଦାର ତାଙ୍କ ଘରକୁ ଜିବାଆସିବା ବାଟରେ ପଥର ଓ ତାରବାଡ ପକାଇ ଅବରୋଧ କରିଥିବାର ଅଭିଯୋଗ କରିଛନ୍ତି। ତତସହିତ ଉପଯୁକ୍ତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଅମରଣ ଅନଶନ ରେ ବସିବେ ବୋଲି ନରେନ୍ଦ୍ର କହିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.