ଟିମ୍ ହ୍ୟୁମାନିଟ ଆବର୍ଜନାପୂର୍ଣ୍ଣ ଶ୍ମସାନ ପରିସର ସଫେଇ କଲା ।

0 300

କନ୍ଧମାଳ,୨୬/୦୨ (ପିପିଟି): ବିଗତ ଦିନରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ବେଶ୍ ପ୍ରଶଂସିତ ହୋଇଥିବା ବେଳେ ଟିମ୍ ହ୍ୟୁମାନିଟ୍ କନ୍ଧମାଳ ପକ୍ଷରୁ ଆରମ୍ଭ ହୋଇଥିଲା ଅନ୍ୟ ଏକ ନୂତନ ପଦକ୍ଷେପ। ସହରରେ ଥିବା ସମସ୍ତ ଆବର୍ଜନାପୂର୍ଣ୍ଣ ଶ୍ମାସନକୁ ପରିସରକୁ ସଫେଇ ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ନାରାୟଣୀ ମନ୍ଦିର ରାସ୍ତାରେ ଥିବା ଆବର୍ଜନାପୂର୍ଣ୍ଣ ଶ୍ମସାନ ପରିସର ସଫା କରାଯାଇଛି। ଏ ନେଇ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି l
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.