ଜଙ୍ଗଲୀ ହାତୀଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ।

0 209

ବୋଲଗଡ଼,୨୩/୧୦(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ସିମାପଲ୍ଲୀ ଗ୍ରାମ ଓ ଦୁର୍ଗାପୁର ମୌଜାର ପାଖାପାଖି ଅଞ୍ଚଳରେ ଏବଂ ସୀମାବର୍ତ୍ତୀ ଗୁଣ୍ଡୁରିଆ ନଈପଠା ର ପାର୍ଶ୍ଵବର୍ତ୍ତୀ ଜଙ୍ଗଲ ପାଖରେ ଥିବା ଜମି ଗୁଡିକରେ ଏବେ ରାତ୍ରି ସମୟରେ ହାତୀ ମାନଙ୍କର ଉପଦ୍ରବ ଦେଖିବାକୁ ମଳିଛି। ଥୋଡଧରୁଥିବା ଧାନ ଫସଲ ଗୁଡିକ ଦଳି ଚକଟି ନଷ୍ଟ କରି ଦେଉଛନ୍ତି ଫଳରେ ଭୟଭୀତ ସହ ଚିନ୍ତା ରେ ଚାଷୀ।ଏଥିପ୍ରତି ବନବିଭାଗ ଧ୍ୟାନ ଦିଅନ୍ତୁ ବୋଲି ଚାଷୀନେତା ଅଖୟ ରାଉତରାୟ ଓ ସ୍ଥାନୀୟ ଅଞ୍ଚଳରେ ନିବେଦନ କରିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.