ଛତ୍ରପୁର ବିଇଓଙ୍କୁ ଶିକ୍ଷକ ସଂଗଠନ ତରଫରୁ ଶୁଭେଛା ।

0 811

ଛତ୍ରପୁର,୧୪/୦୨(ପିପିଟି): ଶୁକ୍ରବାର ଦିନ ଛତ୍ରପୁର ବ୍ଲକରେ ନୂତନ ଭାବେ ବିଇଓ ରୂପେ ସୁଜିତ କୁମାର ପାଢ଼ୀ ଯୋଗଦେଇଛନ୍ତି । ଛତ୍ରପୁର ବ୍ଲକରସମସ୍ତ ବର୍ଗର ଶିକ୍ଷକ ବିଇଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏଥିରେ ଏକ୍ସ କେଡେର ଶିକ୍ଷକ ସଙ୍ଘର ଜିଲ୍ଲା ସଭାପତି ବିଷ୍ଣୁ ପଣ୍ଡା, ଏନପିଏସ ଶିକ୍ଷକ ସଙ୍ଘର ସଭାପତି କୃଷ୍ଣ ଚନ୍ଦ୍ର ଦାସ,ଏନପିଏସ୍ ସଙ୍ଘର ସମ୍ପାଦକ ମନୋଜ କୁମାର ତ୍ରିପାଠୀ, ଏକ୍ସ କେଡେର ଶିକ୍ଷକ ସଙ୍ଘ ସଭାପତି ସୁରେଶ କୁମାର ମହାନ୍ତି AUPTF ସଙ୍ଘର ସଭାପତି ରାଜେନ୍ଦ୍ର କୁମାର ବେହେରା,ବରିଷ୍ଟ ଶିକ୍ଷକ ପଞ୍ଚାନନ ରଥ,କୈଳାଶ ଚନ୍ଦ୍ର ବେହେରା, ବିନୋଦ ଚନ୍ଦ୍ର ସେଠି, ରବିନାରାୟଣ ବେହେରା,ପିତାମ୍ବର ବେହେରା ସୁବୋଧ ଚନ୍ଦ୍ର ରାଉତ ବିଭୁ ପ୍ରସାଦ ଶତପଥୀ, ଚକ୍ରଧର ବେହେରା, ପି. ଭେଙ୍କଟେଶ୍ୱର, ରାମଚନ୍ଦ୍ର ପ୍ରଧାନ, ଶିବଶଙ୍କର ଗୌଡ଼ ନିରଞ୍ଜନ ପ୍ରଧାନ,ଅରୁଣାଚଳ ବେହେରା, ସୌମିତ୍ର ବାହାଲିଆ,ପ୍ରଫୁଲ୍ଲ କୁମାର ବେହେରା ଓ ଅନ୍ୟମାନେ ଯୋଗଦେଇ ଆଲୋଚନା ରେ ଭାଗନେଇଥିଲେ । ବିଇଓ ବ୍ଲକରେ ସମସ୍ତ ବିଦ୍ୟାଳୟରେ ପିଲାମନଙ୍କ ଶୈକ୍ଷିକ ପ୍ରଗତିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏକ ସୁନ୍ଦର ବାତାବରଣରେ ଆଲୋଚନା ସଫଳ ହୋଇଥିଲା ।

Leave A Reply

Your email address will not be published.