ଯାଜପୁର,୩୧/୦୫(ପିପିଟି) : ଯାଜପୁର ଜିଲ୍ଲା କାଳିଆପଣି ଖଣି ଅଂଚଳରୁ ରିତିମତ କ୍ରୋମାଇଟ ବୋଲି ହେଉଛି । ଏକ ୨୦ଜଣିଆ ଚୋର ଦଳ କ୍ରୋମାଇଟ ଚୋରିରେ ସଂପୃକ୍ତ ରହିଛନ୍ତି । ନାଁ ଗାଁ କେତେ ବେଳେ ଚଡ଼ରରେ କିଛି ପରିମାଣରେ କ୍ରୋମାଇଟ ଜବତ କରାଯାଇଥିଲେ ହେଁ ଚୋରିର ମାଷ୍ଟର ମାଇଣ୍ଡ ବା ଗ୍ୟାକେଟକୁ ଧରାଯାଉନି । ଏଥିନେଇ ଉଦ୍ଦ୍ଦେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସୁଜିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଚିଠି ଲେଖ୍ ପ୍ରୀତିରଞ୍ଜନ ସୁକିନ୍ଦା କ୍ରୋମାଇଟ ମାଇନି” ଅଂଚଳରୁ ରିତିମତ କ୍ରୋମାଇଟ ବୋଲି ବାଲିଥିବା ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଲେଖୁଥିବା ଚିଠିରେ ପ୍ରୀତିରଞ୍ଜନ ସାଂଘାତିକ ଅଭିଯୋଗ ଉଲ୍ଲେଖ କରିଛନ୍ତି । ଦର୍ଶାଇଛନ୍ତି ବି ୨୦୨୪ ମସିହା ଅଗଷ୍ଟ ମାସ ଠାରୁ ସୁକିନ୍ଦା ଖଣି ଅଂଚଳରେ ଥିବା କ୍ରୋମାଇଟ ବ୍ଲକ-୧ ଏବଂ କାଳରୂପାଳ ଗ୍ରାମ ପଞ୍ଚାୟତର କାକୁଡ଼ିଆ ଗ୍ରାମ ସଂଲଗ୍ନ ମହାଗିରି ଡ଼ିପିଏଫର ୪/୫ ଟି ସ୍ଥାନରୁ ରୀତିମତ କ୍ରୋମାଇଟ ଚୋଲି ହୋଇଚାଲିଛି । ତାଙ୍କ କହିବା ଅନୁଯାଇ ଏକ ୨୦ ଜଣିଆ ଚୋର ଦଳ ଏଠାରେ ସକ୍ରିୟ ହୋଇ ନିରନ୍ତର କ୍ରୋମାଇଟ ଚୋରି କରୁଛନ୍ତି । ଯଦିଓ ଗତ ୨୭ ତାରିଖ ଲାତିରେ ଚନବିଭାଗ ଅତର୍କିତ ଚତର କରି କିଛି କ୍ରୋମାଇଟ ପଥର ସହିତ କ୍ରୋମାଇଟ ବୋଝେଇ ଗାଡି ଏବଂ ଲୋଡ଼ି” ମେସିନ ଜବଦ କରିଛି କିନ୍ତୁ କ୍ରୋମାଇଟ ଚୋରସ୍ଥିର ମାଣ୍ଡର ମାଇଣ୍ଡ ବା ଜ୍ୟାକେଟ ଏଯାଏଁ ଧରାପଡ଼ିନାହିଁ । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଜିଲ୍ଲା ଖଣିଜ ବିଭାଗ, ସ୍ଥାନୀୟ ପୁଲିସ, ବନବିଭାଗ, ରାଜସ୍ବ ବିଭାଗ ଏବଂ ମାଇନି ଏକଫୋର୍ସମେଟ ସ୍ଫୁର୍ଟର ନିଷ୍କ୍ରିୟତା ଯୋଗୁଁ କ୍ରୋମାଇଟ ଚୋରି ଚଢିଚାଲିଛି ଆଉ ଚୋରି ଲ୍ୟାକେଟ ଧରାପତି ନାହିଁ। ପ୍ରୀତିରଂଜନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଓଡିଶା ଖଣି ନିଗମ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସମ୍ବନ୍ଧରେ ବିହିତ ପଦକ୍ଷେପ ନନେବାକୁ ପରାମର୍ଶ ଦେଇଛନ୍ତି ।
ଏଠାରେ ସୂଚନା ଥାଉକି ଗତ ୨୭ ତାରିଖ ବିଳମ୍ବିତ ରାତିରେ ଭୀମଟଙ୍ଗର ଖଣିରୁ ୨୫ଲକ୍ଷ ଟଙ୍କାର କ୍ରୋମ ବୋଝେଇ ହାଇବା ସହ କେସିଳି ଜବଦ କରିଥିଲା ବନ ବିଭାଗ । ହେଲେ ଜେସିବି ଓ ହାଇକାର ଟ୍ରାଲରର ଘଟଣା ସ୍ଥାନରୁ ଚମ୍ପଟ ମାରିଥିଲେ । ଏନେଇ ବନ ବିଭାଗ ପକ୍ଷରୁ କେସ ନମ୍ବର ୪ ଏସକେ୨୦୨୫/୨୬ରେ ଏକ ମାମଲା ରୁଜୁ କରିଥିଲେ ଏଯାବଦ ଜବଦ ଗାଡ଼ିର ମାଲିକଙ୍କୁ ଠାବ କରିପାରିଲାନି ।