କୁଶପଲ୍ଲୀରୁ ୫ଜୁଆଡ଼ି ଗିରଫ, ଟଙ୍କା ଓ ମୋବାଇଲ ଜବତ ।

0 329

ଭଞ୍ଜନଗର,୧୮/୧୦(ପିପିଟି);ଭଞ୍ଜନଗର ନିକଟ କୁଶପଲ୍ଲୀ ଗ୍ରାମରେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ସେହି ଜୁଆ ଆଡ୍ଡା ଉପରେ ରବିବାର ଅଚାନକ ଚଢ଼ାଉ କରି ସେଠାରୁ ୫ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାମାନଙ୍କ ଠାରୁ ମୋଟ ୧୩,୦୧୦ ଟଙ୍କା,୩ଟି ମୋବାଇଲ ଫୋନ ଓ ୨ପ୍ୟାକେଟ ତାସ ଜବତ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.