ଏସପିଙ୍କ ଦ୍ୱାରା ଗୃହରକ୍ଷୀ ସମ୍ମାନିତ।

0 245

କୋଦଳା,୦୬/୧୨(ପିପିଟି):ଛତ୍ରପୁର ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟରେ ୬୩ ତମ ଗୃହରକ୍ଷୀ ଦିବସରେ କୋଦଳା ଥାନାର ୩ ଜଣ ଗୃହରକ୍ଷୀଙ୍କୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ସମ୍ମାନିତ କରିଥିବା ଜଣାପଡ଼ିଛି । କୋଦଳା ଥାନାରେ ଉନ୍ନତ ମାନର କାର୍ଯ୍ୟ ଯଥା ରାତ୍ର ଡ୍ୟୁଟି, ମଦ ଧରିବା,ୱାରେଣ୍ଟ ଧରିବାରେ ପୋଲିସକୁ ସାହାଯ୍ୟ କରିଥିବାରୁ ଆଜି ଅରୁଣ ବେହେରା, ଯଜ୍ଞ ନାରାୟଣ ମିଶ୍ର ଓ ଭୂପେନ୍ଦ୍ର ମିଶ୍ରଙ୍କୁ ଏସପି ସମ୍ମାନିତ କରିଛନ୍ତି । ତତ ସହିତ ବେଗୁନିଆପଡା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ମୁନ୍ନା ନାୟକ ଏବଂ ଗୋପବନ୍ଧୁ ପଟ୍ଟନାୟକଙ୍କୁ ସମ୍ମାନିତ କରିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.