ଆୟାନୀ ଡାନ୍ସ ଏକାଡେମୀ ତରଫରୁ ଡିସେମ୍ବର ଧମାକା ୨୦୨୫ ସାଂସ୍କୃତିକ ଉତ୍ସବ ।

0 123

ବ୍ରହ୍ମପୁର,୧୪/୦୧(ପିପିଟି):ଆଇଟିଆଇ ଅଡିଟରିଅମ୍ ଠାରେ ଆୟାନୀ ଡାନ୍ସ ଏକାଡେମୀ ଓ ରେନବୋ ପ୍ଲେ ସ୍କୁଲ ତରଫରୁ ଆୟୋଜିତ ଡ଼ିସେମ୍ବର ଧମାକା ୨୦୨୫ ସାଂସ୍କୃତିକ ଉତ୍ସବ ଦର୍ଶକ ମାନଙ୍କୁ ଅଧିକ ଉତ୍ସାହିତ କରିଛି, । ଏକାଡେମୀ ର ମୁଖ୍ୟ ତଥା ଅଧ୍ୟକ୍ଷା ଅସ୍ମିତା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମେୟର ସଂଘମିତ୍ରା ଦଳାଇ ଯୋଗ ଦେଇ ଶୁଭାରମ୍ଭ କରିବା ସହ ଏପରି କାର୍ଯ୍ୟକ୍ରମ ଲାଗି ସଭିଙ୍କ ଉଚ୍ଚ ପ୍ରଶଂସା କରି ଥିଲେ। ସମ୍ମାନୀତ ଅତିଥି ଭାବେ ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ,ଦଣ୍ଡପାଣି ମହାନ୍ତି, ଗୀତାଞ୍ଜଳି ମହାନ୍ତି, ଈଶ୍ୱର ପ୍ରସାଦ ସାହୁ, ବ୍ରଜେଶ୍ୱରି ବିଷୋୟୀ, ବିଭୁ ପ୍ରସାଦ ସାହୁ,ବନ୍ଦିତା ତ୍ରିପାଠୀ,ଡ଼ା ସ୍ଵାତୀ ଦାସ,ଦେବ ହରି ବେହେରା, ସୋନାଲି ଗନ୍ତାୟତ, ସୁସ୍ମିତା ଶର୍ମା, ବିଜୟ ରାଜ୍ ,ରାଜା ସେନାପତି,ସସ୍ମିତା ସେନାପତି ,ସୁରେନ୍ଦ୍ର ମହାରଣା,ମିନା ଦାସ,ଡଲି ରାଜୁ,ମିତେନ୍ ଭୂୟାଁଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ । ରଶ୍ମିତା ଦଳାଇ ଓ ସୁଦୀପ କୁମାର୍ ସାହୁ କାର୍ଯ୍ୟକ୍ରମ ପରିଚାଳନା ସହ ସଂଯୋଜନା କରିଥିଲେ । ପୂର୍ବରୁ ଆୟୋଜିତ ବହୁ ପ୍ରତି ଯୋଗୀତାର କୃତୀ ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରତିଭାଧାରୀ ମାନକୁ ସମ୍ମାନିତ କରାଯାଇଥିଲା । ନନ୍ଦି ଗନ୍ତାୟତ,ବଣ୍ଟି ସାହୁ,ହେମ ସୁନ୍ଦର୍,ସ୍ଵପ୍ନା ରାଣୀ ଗୌଡ଼,ପଦ୍ମିନୀ ନାୟକ, ମନିଷା ଦାସ,ଏମ ଶିବାନୀ,ମଧୁସ୍ମିତା ଦାସ, ଇତିଶ୍ରୀ ପାତ୍ର,ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶିଶୁ ଓ ଅଭିଭାବକ ମାନଙ୍କ ତରଫରୁ ଆୟୋଜିତ ନୃତ୍ୟ ଓ ଫ୍ୟାସନ ସୋ ସଭିଙ୍କ ମନ ମୋହିଥିଲା । ବିପଦ ଓ ଜରୁରୀ ସମୟରେ ରକ୍ତ ଦାନ ଲାଗି ଖ୍ୟାତି ଅର୍ଜନ କରିଥିବା ଶନ୍ତୁ ଆନ୍ନା ସହଯୋଗୀ ବିକ୍ରମ ଜେନା ଓ ଅନ୍ୟମାନଙ୍କୁ ଏଠାରେ ସ୍ଵତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା ।ଆୟାନୀ ଡାନ୍ସ ଏକାଡେମୀ ତରଫରୁ ଡିସେମ୍ବର ଧମାକା ୨୦୨୫ ସାଂସ୍କୃତିକ ଉତ୍ସବ ।

 

ବ୍ରହ୍ମପୁର,୧୪/୦୧(ପିପିଟି):ଆଇଟିଆଇ ଅଡିଟରିଅମ୍ ଠାରେ ଆୟାନୀ ଡାନ୍ସ ଏକାଡେମୀ ଓ ରେନବୋ ପ୍ଲେ ସ୍କୁଲ ତରଫରୁ ଆୟୋଜିତ ଡ଼ିସେମ୍ବର ଧମାକା ୨୦୨୫ ସାଂସ୍କୃତିକ ଉତ୍ସବ ଦର୍ଶକ ମାନଙ୍କୁ ଅଧିକ ଉତ୍ସାହିତ କରିଛି, । ଏକାଡେମୀ ର ମୁଖ୍ୟ ତଥା ଅଧ୍ୟକ୍ଷା ଅସ୍ମିତା ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମେୟର ସଂଘମିତ୍ରା ଦଳାଇ ଯୋଗ ଦେଇ ଶୁଭାରମ୍ଭ କରିବା ସହ ଏପରି କାର୍ଯ୍ୟକ୍ରମ ଲାଗି ସଭିଙ୍କ ଉଚ୍ଚ ପ୍ରଶଂସା କରି ଥିଲେ। ସମ୍ମାନୀତ ଅତିଥି ଭାବେ ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ,ଦଣ୍ଡପାଣି ମହାନ୍ତି, ଗୀତାଞ୍ଜଳି ମହାନ୍ତି, ଈଶ୍ୱର ପ୍ରସାଦ ସାହୁ, ବ୍ରଜେଶ୍ୱରି ବିଷୋୟୀ, ବିଭୁ ପ୍ରସାଦ ସାହୁ,ବନ୍ଦିତା ତ୍ରିପାଠୀ,ଡ଼ା ସ୍ଵାତୀ ଦାସ,ଦେବ ହରି ବେହେରା, ସୋନାଲି ଗନ୍ତାୟତ, ସୁସ୍ମିତା ଶର୍ମା, ବିଜୟ ରାଜ୍ ,ରାଜା ସେନାପତି,ସସ୍ମିତା ସେନାପତି ,ସୁରେନ୍ଦ୍ର ମହାରଣା,ମିନା ଦାସ,ଡଲି ରାଜୁ,ମିତେନ୍ ଭୂୟାଁଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ । ରଶ୍ମିତା ଦଳାଇ ଓ ସୁଦୀପ କୁମାର୍ ସାହୁ କାର୍ଯ୍ୟକ୍ରମ ପରିଚାଳନା ସହ ସଂଯୋଜନା କରିଥିଲେ । ପୂର୍ବରୁ ଆୟୋଜିତ ବହୁ ପ୍ରତି ଯୋଗୀତାର କୃତୀ ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରତିଭାଧାରୀ ମାନକୁ ସମ୍ମାନିତ କରାଯାଇଥିଲା । ନନ୍ଦି ଗନ୍ତାୟତ,ବଣ୍ଟି ସାହୁ,ହେମ ସୁନ୍ଦର୍,ସ୍ଵପ୍ନା ରାଣୀ ଗୌଡ଼,ପଦ୍ମିନୀ ନାୟକ, ମନିଷା ଦାସ,ଏମ ଶିବାନୀ,ମଧୁସ୍ମିତା ଦାସ, ଇତିଶ୍ରୀ ପାତ୍ର,ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶିଶୁ ଓ ଅଭିଭାବକ ମାନଙ୍କ ତରଫରୁ ଆୟୋଜିତ ନୃତ୍ୟ ଓ ଫ୍ୟାସନ ସୋ ସଭିଙ୍କ ମନ ମୋହିଥିଲା । ବିପଦ ଓ ଜରୁରୀ ସମୟରେ ରକ୍ତ ଦାନ ଲାଗି ଖ୍ୟାତି ଅର୍ଜନ କରିଥିବା ଶନ୍ତୁ ଆନ୍ନା ସହଯୋଗୀ ବିକ୍ରମ ଜେନା ଓ ଅନ୍ୟମାନଙ୍କୁ ଏଠାରେ ସ୍ଵତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.