ଆଧ୍ଯାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ। ଜିଲ୍ଲା By Devasmita mohanty On Apr 11, 2025 0 258 Share ପୋଲସରା,୧୧/୦୪(ପିପିଟି): ପୋଲସରା ଏନ.ଏ.ସି ଲୁଣିଘାଟି ଠାରେ ରାମ ଚରିତ ମାନସ ପାରାୟଣ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। 0 258 Share