ଆତ୍ମୀୟତାର ପରସା ଖାଦ୍ୟକୁ ଅମୃତ ତୁଲ୍ୟ କରେ – ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।

0 319

ଯାଜପୁର,୨୨/୦୯(ପିପିଟି):ଆତ୍ମୀୟତାର ପରସା ଖାଦ୍ୟକୁ ଅମୃତ ତୁଲ୍ୟ କରେ । ଏହା କହିଛନ୍ତି ପୂର୍ବତନ ଗ୍ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି ସୁକିନ୍ଦା ବ୍ଲକ କଂସ ପଞ୍ଚାୟତ ଓସ୍ତପାଳ ଗ୍ରାମର ମନ୍ଦଜରି ଆଲଡାଙ୍କ ଘର ବାରଣ୍ଡାର ପଙ୍ଗତରେ ବସି ଖାଇବାର ଆନନ୍ଦ ଉଠାଇ ଥିଲେ ଇଂ ଘଡାଇ । ମନ୍ଦଜରି ଆଜି ବେଶ ଆଗ୍ରହ ସହିତ ବିଭିନ୍ନ ପ୍ରକାର ଖାଦ୍ୟ ରାନ୍ଧି ପରସି ଦେଇଥିଲେ । ଯେଉଁ ଖାଦ୍ୟକୁ ବେଶ ଆନନ୍ଦରେ ଖାଇଥିଲେ ପୂର୍ବତନ ମନ୍ତ୍ରୀଙ୍କ ସହିତ ଅନ୍ୟମାନେ ଖାଇ ସାରି ବେଶ ଖୁସି ପ୍ରକଟ କରିଥିଲେ ସମସ୍ତେ ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ)

Leave A Reply

Your email address will not be published.