ଅଯଥା ସରକାରୀ କାର୍ଯ୍ଯାଳୟ ଆସିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମନା।

0 640

ବ୍ରହ୍ମପୁର,୧୨/୦୪(ପିପିଟି); ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୃତ ଗତିରେ ବଢୁଥିବା କରୋନାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯିବା ସହ ଗାଇଡ଼ଲାଇନ୍ ଜାରି କରାଯାଇଛି । ଅତି ଆବଶ୍ୟକ ନଥିଲେ ସରକାରୀ କାର୍ଯ୍ୟାଳୟ ନ ଆସିବକୁ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମନା ହୋଇଛି । ଦରକାର ହେଲେ ସରକାରୀ କାର୍ଯ୍ୟ ପାଇଁ ହେଲପଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ ପ୍ରଶାସନ ଅନୁରୋଧ କରିଛି । ଏହାସହ ସରକାରୀ କାର୍ଯ୍ୟାଳୟକୁ ଗଲାବଳେ କୋଭିଡ଼୍ ନିୟମ ମାନିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.