ଯାଜପୁର,୩୦/୦୪(ପିପିଟି) :ଆଜି ଅକ୍ଷୟ ତୃତୀୟା ଉପଲକ୍ଷେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପାଟପୁର ଗ୍ରାମ ପାୟତର ଚକ୍ରୋଡା ଠାରେ ଅଖିମୁଠି ଅନୁକୂଳ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଜୋନ-୧୪ ଜିଲ୍ଲାପରିଷଦ ସଭ୍ୟ ଜଳଧର ମହାନ୍ତି, ଧର୍ମଶାଳା ବ୍ଲକ୍ ସଭାପତି ପ୍ରସନ୍ନ ରାଉତ,ପାଟପୁର ଗ୍ରାମ ପାୟତର ସରପଞ୍ଚଙ୍କ ପ୍ରତିନିଧି ଦୁଶାସନ ନାୟକ,ସମିତି ସଭ୍ୟାଙ୍କ ପ୍ରତିନିଧି ଗୌରାଙ୍ଗ ପାଣିଗ୍ରାହୀ, ସଭାପତି ଅକ୍ଷୟ ସାହୁ, ଯୁବ ସଂଗଠକ ସୁବ୍ରତ ଧଳ, ପୂର୍ବତନ ସରପ ନଗେନ ଦାସ, ପୂର୍ବତନ ସମିତିସଭ୍ୟଙ୍କ ପ୍ରତିନିଧି ଶରତ ମିଶ୍ର, ପୂର୍ବତନ ସରପ ମନୋରଞ୍ଜନ ବେହେରା, ଛାତ୍ର ଜିଲ୍ଲା ସଭାପତି ସୌମ୍ୟରଞ୍ଜନ ବିଶ୍ୱାଳଙ୍କ ଯୋଗଦେଇଥିଲେ ।