ଭଞ୍ଜନଗର,ତା-୨୧/୦୬(ପିପିଟି); ସଟ ଡାଉନ ସୁଯୋଗ ନେଇ ଗତକାଲି ସନ୍ଧ୍ୟା ସମୟରେ ଭଞ୍ଜନଗର ଲଣ୍ଡେଇ ସାହି ଲାଲସିଙ୍ଗ ପଲ୍ଲୀ ର ଏକ ବିଲ ମଧ୍ୟରେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ସେଠାରେ ଅଚାନକ ଚଢ଼ାଉ କରି ୪ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୫,୧୨୦ଟଙ୍କା ଓ ୨ଟି ବାଇକ ଜବତ କରିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।
Prev Post
Next Post