ହିଞ୍ଜିଳିକାଟୁ ପୁଲିସର ସଫଳତା,ବାଇକ୍ ଚୋରି ଘଟଣାରେ ୫ ଗିରଫ ।

0 503

ହିଞ୍ଜିଳିକାଟୁ,୨୭/୦୭(ପିପିଟି); ହିଞ୍ଜିଳିକାଟୁ ପୁଲିସ ମୋଟରସାଇକେଲ ଓ ମୋବାଇଲ୍ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ତିନିଟି ମୋବାଇଲ୍,ଦୁଇଟି ମୋଟରସାଇକେଲ ଓ ଛୁରୀ ଜବତ କରାଯାଇଛି । ସୁବାଷ ବେହେରା,ଶାସନ ଆମ୍ବଗାଁ ଅଭିଯୋଗ ଅନୁଯାୟୀ କେସ୍ ନମ୍ବର ୧୯୪/୨୦୨୦,ଧାରା ୩୯୪ ରେ ଅଭିଯୁକ୍ତ ମାନେ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.