ହିଞ୍ଜିଳିକାଟୁ,୨୭/୦୭(ପିପିଟି); ହିଞ୍ଜିଳିକାଟୁ ପୁଲିସ ମୋଟରସାଇକେଲ ଓ ମୋବାଇଲ୍ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ତିନିଟି ମୋବାଇଲ୍,ଦୁଇଟି ମୋଟରସାଇକେଲ ଓ ଛୁରୀ ଜବତ କରାଯାଇଛି । ସୁବାଷ ବେହେରା,ଶାସନ ଆମ୍ବଗାଁ ଅଭିଯୋଗ ଅନୁଯାୟୀ କେସ୍ ନମ୍ବର ୧୯୪/୨୦୨୦,ଧାରା ୩୯୪ ରେ ଅଭିଯୁକ୍ତ ମାନେ ଗିରଫ ହୋଇଛନ୍ତି ।