ସୂର୍ଯ୍ୟଙ୍କ ଚାରିପାଖରେ ଇନ୍ଦ୍ରଧନୁର ବଳୟ ।

0 91

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୧୯୵୦୪-ଆଜି ବ୍ରହ୍ମପୁରରେ ପୂର୍ବାହ୍ନ ସମୟରେ ସୂର୍ଯ୍ୟଙ୍କ ଚାରିପାଖରେ ଇନ୍ଦ୍ରଧନୁର ବଳୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।ଏହି ଦୃଶ୍ୟକୁ ଅଧିକାଂଶ ଲୋକ ଦେଖିବା ସହିତ ଫଟୋ ମଧ୍ୟ ଉଠାଇ ଥିଲେ ।

Leave A Reply

Your email address will not be published.