ସୁଦୂର ମୁମ୍ବାଇରେ ଫସିଥିବ ପ୍ରବାସିଙ୍କୁ ସହାୟତା ।

0 506

ପାତ୍ରପୁର,(ପିପିଟି)୧୭/୦୬, ଗଞ୍ଜାମ ଜିଲ୍ଲା ପାତ୍ରପୁର ଚିକିଟି  ବ୍ଲକର କିଛି ଲୋକ ସୁଦୂର ମୁମ୍ବାଇରେ କରୋନା ମହାମାରୀ ସମୟରେ ଫସି ରହିଥିବା ସମୟରେ ପ୍ରବାସିଙ୍କ ନିବେଦନ ପରେ  ସେମାନଙ୍କ ଓଡିଶା ଆସିବା ବ୍ୟବସ୍ଥା କରିଛନ୍ତି ଯୁବ ସମାଜ ସେବୀ ଶ୍ରୀରୁପ ଦେବ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଏନ୍ ଧନୁଜୟ ରାଓ ସୁଦୂର ମୁମ୍ବାଇରେ ଥିବା ସଂଯୋଜକ କାଳୁ ଚରଣ ମିଶ୍ର । ଘଟଣା ପ୍ରକାରେ ମୁମ୍ବାଇରେ  ଫସିଥିବା କିଛି ପ୍ରବାସିଙ୍କ ନିବେଦନ ପରେ  ଯୁବ ବିଜେଡି ଆଇଟି ସେଲ୍  ସଂଯୋଜକ ସଂଗ୍ରାମ କେଶରୀ ନାୟକ ସମାଜ ସେବୀ ଶ୍ରୀ ରୂପ ଦେବ ଜିଲ୍ଲା ଯୁବ ବିଜେଡି ସଭାପତି ଙ୍କ ସାହାଯ୍ୟ ନେଇ ସେମାନଙ୍କୁ ଓଡିଶା ଆଣିବାକୁ ସକ୍ଷମ ହୋଇଥିଲେ l ପ୍ରବାସୀ ଓଡ଼ିଆ  ମାନେ ଫେରି ଆସିବା ପରେ  ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

Leave A Reply

Your email address will not be published.