ସାରା ରାଜ୍ୟ ଲକ୍ ଡାଉନ୍ ଥିବାବେଳେ ମଦ ବିନା ଡହଳ ବିକଳ ହେଉଛି ବାସୁଦେବପୁର ସହର ।

0 49

ଭଦ୍ରକ,(ପିପିଟି ନ୍ଯୁଜ୍)୦୫/୦୪-ଭଦ୍ରକ ଜିଲ୍ଲା ବାସୁଦେବପୁର ଚୋରା ମଦର ଗନ୍ତାଘର ସାଜିଛି । ପ୍ରସାଶନ ଅଧିକାରୀ ମାନେ ଖୁଚୁରା ବେପାରିଙ୍କୁ ଧରିବାରେ ସଫଳ ହେଉଛନ୍ତି କିନ୍ତୁ ଏମାନଙ୍କ ପାଖକୁ ମଦ କେଉଁଠୁ ଆସୁଛି । ମଦ ମାଫିଆଙ୍କୁ ଧରିବାରେ ପ୍ରସାଶନ ଅଧିକାରୀ ବିଫଳ ହେଉଛି ।ଚୋରା ମଦ ବେପାରୀଙ୍କ ଠାରୁ  ପିସି ନେଇ ଅବକାରୀ ବିଭାଗର ଅଧିକାରୀ ଚୁପ୍ ରହୁଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି ! ତେଣୁ ମଦ ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାରେ   ବିଫଳ ହେଉଛି । ଆଜି ଦିନ ଦୁଇ ପ୍ରହରେ ମଖଲ ପୁର ଅଞ୍ଚଳରେ  ଭରତ କୁମାର ଜେନା ପିତା କରୁଣାକର ଜେନା  ଭରତ ୯ ପେଟି ଦେସି ମଦ ନିଜ ଘରୁ କାଢ଼ି OD-22H 4423 ଗାଡ଼ିରେ ନେଇ ଯାଉଥିବା ସମୟରେ ଭାଇ ସୁଶାନ୍ତ ଜେନା ବିରୋଧ କରିବାରୁ।  ଭରତ ନିସ୍ତୁକ ମାଡ ମାରୁଥିବା ସମୟରେ ଗାଁ ଲୋକ ବିରୋଧକରିଥିଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମଦ ସହ ଗାଡ଼ି ଟିକୁ ସିଲ୍ କରିଥିଲେ ।ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପୁର୍ବ ରୁ ଭରତ କୁମାର ଜେନା ଫେରାର ହୋଇଯାଇଥିଲେ ।
ରିପୋର୍ଟ୍ – ଭରତ କୁମାର ନାୟକ ।

Leave A Reply

Your email address will not be published.