ଋଷିକୂଲ୍ଯା ରୟତ ମହାସଭା ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଦାବି ପତ୍ର ପ୍ରଦାନ ।

0 235

ପୋଲସରା,(ପିପିଟି)୩୦/୦୪-ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ଋଷିକୂଲ୍ଯା ରୟତ ମହାସଭା ତରଫରୁ ପୋଲସରା ଏନ୍ଏସି ର ବିଭିନ୍ନ ସମସ୍ୟା ଯଥା ସହର ରେ ଥିବା ସମସ୍ତ ଡ୍ରେନ୍ ର ଆବର୍ଜନା ପାଣି , ସହରର ବିଭନ୍ନ ସ୍ଥାନ ପରିସ୍ରାଗାର ନିର୍ମାଣ । ଲେମ୍ବୁଘାଇରେ ଥିବା ଜଳଯୋଗଣ ବିଭାଗ ଇନ୍ ଟେକ୍ ବେଲ୍ ନିକଟରେ ମିଶୁଥିବା ପୋଚକାପାଣି କୁ ବନ୍ଦ କରାଯାଇ ଇନ ଟେକ୍ ବେଲ ରେ ଗଛିତ ପିଇବା ପାଣିକୁ ବିଶୋଧନ କରାଯାଇ ସହରବାସୀ ଯୋଗାଇ ଦେବା କୁ ନେଇ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁଙ୍କ ସମେତ ଜିଲ୍ଲାରୁ ଆରମ୍ଭ କରି ରାଜ୍ୟ ସହରା ଅଞ୍ଚଳ ବିକାଶ ସଚିବ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ଉକ୍ତ ମହାସଭା ସଭାପତି ସତ୍ୟବାନ ପ୍ରଧାନ ଗତ ଏପ୍ରିଲ୍  ୨୮ ରେ  ପତ୍ର ସଂଖ୍ୟା ୦୫ / ୨୦୨୦ ଦ୍ବାରା ଦାବି କରିଛନ୍ତି ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.