ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩୬ ।

0 211

ରାୟଗଡା ,୦୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୮,୬୯୮, ଚିକିତ୍ସିତ ସଂଖ୍ୟା ୧୫,୧୮୮, ମୃତ ସଂଖ୍ୟା ୨୫୯ ଓ ଅନ୍ଯ ମୃତ ସଂଖ୍ୟା ୪୮ । ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୬୧, ସୁସ୍ଥ ସଂଖ୍ୟା ୮୫୬,ଚିକିତ୍ସିତ ସଂଖ୍ୟା ୫୯୫ ଏବଂ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୪୩ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩୬ ବୋଲି ଜଣାପଡିଛି ।

Leave A Reply

Your email address will not be published.