ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୫୦ ।

0 421

ରାୟଗଡା ,ତା-୨୯/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୭,୮୨୬, ଚିକିତ୍ସିତ ସଂଖ୍ୟା ୨୯,୫୭୧, ମୃତ ସଂଖ୍ୟା ୪୭୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୫୦ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪,୬୬୫, ସୁସ୍ଥ ସଂଖ୍ୟା ୨,୪୫୮,ଚିକିତ୍ସିତ ସଂଖ୍ୟା ୨,୧୮୫ ଏବଂ ମୃତ ସଂଖ୍ୟା ୨୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୫୨ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୫୦ ବୋଲି ଜଣାପଡିଛି ।

Leave A Reply

Your email address will not be published.