ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯୫ ।

0 262

ରାୟଗଡା ,ତା-୨୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୫,୩୨୩, ଚିକିତ୍ସିତ ସଂଖ୍ୟା ୨୮,୮୩୬, ମୃତ ସଂଖ୍ୟା ୪୫୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୯୫ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪,୨୧୫, ସୁସ୍ଥ ସଂଖ୍ୟା ୨,୨୭୮,ଚିକିତ୍ସିତ ସଂଖ୍ୟା ୧,୯୧୫ ଏବଂ ମୃତ ସଂଖ୍ୟା ୨୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୮୨ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯୫ ବୋଲି ଜଣାପଡିଛି ।

Leave A Reply

Your email address will not be published.