ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୭ ।

0 383

ରାୟଗଡା ,ତା-୨୨/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୩୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୦,୫୦୪, ଚିକିତ୍ସିତ ସଂଖ୍ୟା ୨୪,୫୮୧, ମୃତ ସଂଖ୍ୟା ୩୯୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୯୬୩, ସୁସ୍ଥ ସଂଖ୍ୟା ୧,୬୩୫,ଚିକିତ୍ସିତ ସଂଖ୍ୟା ୧,୩୧୦ ଏବଂ ମୃତ ସଂଖ୍ୟା ୧୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୮୧୯ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୭ ବୋଲି ଜଣାପଡିଛି ।

Leave A Reply

Your email address will not be published.