ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୪ ।

0 409

ରାୟଗଡା ,ତା-୨୧/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୮,୫୭୭, ଚିକିତ୍ସିତ ସଂଖ୍ୟା ୨୩,୬୯୮, ମୃତ ସଂଖ୍ୟା ୩୯୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୮୧୬, ସୁସ୍ଥ ସଂଖ୍ୟା ୧,୪୮୯,ଚିକିତ୍ସିତ ସଂଖ୍ୟା ୧,୩୧୦ ଏବଂ ମୃତ ସଂଖ୍ୟା ୧୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୯୮ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୪ ବୋଲି ଜଣାପଡିଛି ।

Leave A Reply

Your email address will not be published.