ରାସ୍ତାରେ ଚାଲି ଚାଲି ସଚେତନତା ବାର୍ତା ବାଣ୍ଟିଲେ ଯାଜପୁର ଟାଉନ ଥାନାଧିକାରୀ ।

0 133

ଯାଜପୁର,୨୯/୦୫ : ଯାଜପୁର ଟାଉନ ପୋଲିସ ବାହିନୀ ପକ୍ଷରୁ କରୋନା ସଚେତନତା ବାର୍ତ୍ତା ନେଇ ଯାଜପୁର ଟାଉନ ଥାନା ଅଧିକାରୀ ଆଶିଷ କୁମାର ସାହୁ ଓ ଥାନାର ସମସ୍ତ ଅଧିକାରୀ ମାନେ ପାଦରେ ଚାଲି ଚାଲି  କରୋନା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।

Leave A Reply

Your email address will not be published.