ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୭,୨୭୯, ମୃତ୍ୟୁ ସଂଖ୍ୟା ୧,୮୪୬ ।

0 1,058

ଭୁବନେଶ୍ବର,୨୩/୧୨(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୬୪ । ବର୍ତ୍ତମାନ ସୁଦ୍ଧା ୬୭,୦୦,୫୨୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୭,୨୭୯ ଚିହ୍ନଟ ହୋଇଛନ୍ତି ୩,୨୨,୩୪୪ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୩୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୪୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୬୪ ଜଣଙ୍କ ମଧ୍ୟରୁ ୨୧୦ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୫୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.