ଭୁବନେଶ୍ବର ୧୩/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୩୦ । ପଜିଟିଭ ସଂଖ୍ୟା ୯,୪୩,୬୭୫ ଚିହ୍ନଟ ହୋଇଛନ୍ତି ୯,୧୫,୪୦୦ ଜଣ ସୁସ୍ଥ ହୋଇଥିବା ବେଳେ ୨୩,୪୯୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୭୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୧,୬୪୮ ସୁସ୍ଥ ସଂଖ୍ୟା ୧,୩୬,୧୪୯ ଚିକିତ୍ସିତ ସଂଖ୍ୟା ୪,୭୦୪, ମୃତ ସଂଖ୍ୟା ୭୮୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୧,୯୦୧ ସୁସ୍ଥ ସଂଖ୍ୟା ୭୮,୧୩୮ ଚିକିତ୍ସିତ ସଂଖ୍ୟା ୩,୪୪୮, ମୃତ ସଂଖ୍ୟା ୩୧୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୨୫୧ ସୁସ୍ଥ ସଂଖ୍ୟା ୩୨,୭୫୪ ଚିକିତ୍ସିତ ସଂଖ୍ୟା ୯୮, ମୃତ ସଂଖ୍ୟା ୩୯୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୯୪୮ ସୁସ୍ଥ ସଂଖ୍ୟା ୫୮,୮୬୨ ଚିକିତ୍ସିତ ସଂଖ୍ୟା ୬୭୯ ,ମୃତ ସଂଖ୍ୟା ୪୦୩,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୧୪୯ ସୁସ୍ଥ ସଂଖ୍ୟା ୧୦,୭୮୪ ଚିକିତ୍ସିତ ସଂଖ୍ୟା ୩୨୨ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।