ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୬୧୫।

0 1,142

ଭୁବନେଶ୍ବର ୨୯/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬୧୫ । ପଜିଟିଭ ସଂଖ୍ୟା ୯,୭୪,୧୩୨ ଚିହ୍ନଟ ହୋଇଛନ୍ତି ୯,୫୧,୦୪୯ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୨୬୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୭୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୮,୯୩୮ ସୁସ୍ଥ ସଂଖ୍ୟା ୧,୪୩,୦୬୮ ଚିକିତ୍ସିତ ସଂଖ୍ୟା ୪,୭୩୦, ମୃତ ସଂଖ୍ୟା ୧୧୩୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୬,୧୫୩ ସୁସ୍ଥ ସଂଖ୍ୟା ୮୩,୬୩୯ ଚିକିତ୍ସିତ ସଂଖ୍ୟା ୨,୧୮୫, ମୃତ ସଂଖ୍ୟା ୩୨୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୦୯ ସୁସ୍ଥ ସଂଖ୍ୟା ୩୨,୮୮୫ ଚିକିତ୍ସିତ ସଂଖ୍ୟା ୮୫, ମୃତ ସଂଖ୍ୟା ୪୩୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୬୮୧ ସୁସ୍ଥ ସଂଖ୍ୟା ୫୯,୭୭୭ ଚିକିତ୍ସିତ ସଂଖ୍ୟା ୩୯୧ ,ମୃତ ସଂଖ୍ୟା ୫୦୯,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୪୯ ସୁସ୍ଥ ସଂଖ୍ୟା ୧୧,୨୯୭ ଚିକିତ୍ସିତ ସଂଖ୍ୟା ୧୦୪ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.