ରାଜ୍ୟରେ ନୂତନ  ସଂକ୍ରମିତ ସଂଖ୍ୟା ୧୯୨୭ ।

0 859

ଭୁବନେଶ୍ବର ୨୧/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୨୭ । ପଜିଟିଭ ସଂଖ୍ୟା ୯,୫୯,୯୮୬ ଚିହ୍ନଟ ହୋଇଛନ୍ତି  ୯,୩୫,୦୦୭ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୬୮୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୨୪୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୫,୨୪୪ ସୁସ୍ଥ ସଂଖ୍ୟା ୧,୩୯,୮୧୫ ଚିକିତ୍ସିତ ସଂଖ୍ୟା ୪,୪୬୨, ମୃତ ସଂଖ୍ୟା ୯୫୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୪,୨୭୫ ସୁସ୍ଥ ସଂଖ୍ୟା ୮୧,୨୨୭ ଚିକିତ୍ସିତ ସଂଖ୍ୟା ୨,୭୨୯, ମୃତ ସଂଖ୍ୟା ୩୧୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୩୩୪ ସୁସ୍ଥ ସଂଖ୍ୟା ୩୨,୮୧୨ ଚିକିତ୍ସିତ ସଂଖ୍ୟା ୯୦, ମୃତ ସଂଖ୍ୟା ୪୨୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୩୨୫ ସୁସ୍ଥ ସଂଖ୍ୟା ୫୯,୩୩୨ ଚିକିତ୍ସିତ ସଂଖ୍ୟା ୫୩୧ ,ମୃତ ସଂଖ୍ୟା ୪୫୮, ମାଲକାନଗିରି  ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୩୬୦ ସୁସ୍ଥ ସଂଖ୍ୟା ୧୧,୧୦୨ ଚିକିତ୍ସିତ ସଂଖ୍ୟା ୨୧୩ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.