ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୦୭୦ ।

0 1,337

ଭୁବନେଶ୍ବର ୧୬/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୦୭୦ । ପଜିଟିଭ ସଂଖ୍ୟା ୯,୪୯,୯୨୯ ଚିହ୍ନଟ ହୋଇଛନ୍ତି ୯,୨୩,୨୦୯ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୭୪୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୯୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୨,୯୯୫ ସୁସ୍ଥ ସଂଖ୍ୟା ୧,୩୭,୩୫୧ ଚିକିତ୍ସିତ ସଂଖ୍ୟା ୪,୭୮୫, ମୃତ ସଂଖ୍ୟା ୮୪୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୨,୮୨୬ ସୁସ୍ଥ ସଂଖ୍ୟା ୭୯,୪୧୯ ଚିକିତ୍ସିତ ସଂଖ୍ୟା ୩,୦୯୨, ମୃତ ସଂଖ୍ୟା ୩୧୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୨୮୪ ସୁସ୍ଥ ସଂଖ୍ୟା ୩୨,୭୮୨ ଚିକିତ୍ସିତ ସଂଖ୍ୟା ୯୪, ମୃତ ସଂଖ୍ୟା ୪୦୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୧୩୨ ସୁସ୍ଥ ସଂଖ୍ୟା ୫୯,୦୨୧ ଚିକିତ୍ସିତ ସଂଖ୍ୟା ୬୮୦ ,ମୃତ ସଂଖ୍ୟା ୪୨୭,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୨୩୮ ସୁସ୍ଥ ସଂଖ୍ୟା ୧୦,୯୨୨ ଚିକିତ୍ସିତ ସଂଖ୍ୟା ୨୭୩ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.