ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୨୮୨।

0 1,279

ଭୁବନେଶ୍ବର ୧୧/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୮୨ । ପଜିଟିଭ ସଂଖ୍ୟା ୯,୩୯,୭୫୨ ଚିହ୍ନଟ ହୋଇଛନ୍ତି ୯,୦୯,୬୩୯ ଜଣ ସୁସ୍ଥ ହୋଇଥିବା ବେଳେ ୨୫,୪୬୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୫୯୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୦,୮୯୫ ସୁସ୍ଥ ସଂଖ୍ୟା ୧,୩୫,୨୦୧ ଚିକିତ୍ସିତ ସଂଖ୍ୟା ୪,୯୨୮, ମୃତ ସଂଖ୍ୟା ୭୫୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୧,୩୮୪ ସୁସ୍ଥ ସଂଖ୍ୟା ୭୭,୨୮୧ ଚିକିତ୍ସିତ ସଂଖ୍ୟା ୩,୭୯୧, ମୃତ ସଂଖ୍ୟା ୩୦୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୨୨୧ ସୁସ୍ଥ ସଂଖ୍ୟା ୩୨,୭୨୯ ଚିକିତ୍ସିତ ସଂଖ୍ୟା ୧୦୫, ମୃତ ସଂଖ୍ୟା ୩୭୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୭୭୯ ସୁସ୍ଥ ସଂଖ୍ୟା ୫୮,୭୫୩ ଚିକିତ୍ସିତ ସଂଖ୍ୟା ୬୨୪ ,ମୃତ ସଂଖ୍ୟା ୩୯୮,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୦୭୯ ସୁସ୍ଥ ସଂଖ୍ୟା ୧୦,୬୭୦ ଚିକିତ୍ସିତ ସଂଖ୍ୟା ୩୬୬ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.