ଭୁବନେଶ୍ବର ୨୪/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭,୨୯୧ ପଜିଟିଭ ସଂଖ୍ୟା ୧୨,୧୧,୯୫୧ ଚିହ୍ନଟ ହୋଇଛନ୍ତି ୧୧,୨୧,୬୦୮ ଜଣ ସୁସ୍ଥ ହୋଇଥିବା ବେଳେ ୮୧,୭୬୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୨୭,୫୨୯ ସୁସ୍ଥ ସଂଖ୍ୟା ୧,୯୮,୨୨୮ ଚିକିତ୍ସିତ ସଂଖ୍ୟା ୨୯,୬୭୩, ମୃତ ସଂଖ୍ୟା ୧୬୧୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୮,୧୪୩, ସୁସ୍ଥ ସଂଖ୍ୟା ,୧,୦୧,୮୯୪ ଚିକିତ୍ସିତ ସଂଖ୍ୟା ୫,୩୭୭, ମୃତ ସଂଖ୍ୟା ୮୬୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୫୬୫ ସୁସ୍ଥ ସଂଖ୍ୟା ୩୪,୫୧୨ ଚିକିତ୍ସିତ ସଂଖ୍ୟା ୫୬୦ ମୃତ ସଂଖ୍ୟା ୪୮୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୩,୭୩୩ ସୁସ୍ଥ ସଂଖ୍ୟା ୭୩,୨୮୪ ଚିକିତ୍ସିତ ସଂଖ୍ୟା ୮,୮୪୮, ମୃତ ସଂଖ୍ୟା ୫୯୭ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।