ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮,୫୨୦ ।

0 1,141

ଭୁବନେଶ୍ବର ୨୩/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮,୫୨୦ ପଜିଟିଭ ସଂଖ୍ୟା ୧୨,୦୪,୬୬୦ ଚିହ୍ନଟ ହୋଇଛନ୍ତି ୧୧,୧୦,୭୬୭ ଜଣ ସୁସ୍ଥ ହୋଇଥିବା ବେଳେ ୮୫,୩୨୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୨୭,୮୨୪ ସୁସ୍ଥ ସଂଖ୍ୟା ୧,୯୪,୬୯୬ ଚିକିତ୍ସିତ ସଂଖ୍ୟା ୩୧,୫୦୧, ମୃତ ସଂଖ୍ୟା ୧୬୧୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୭,୫୮୨, ସୁସ୍ଥ ସଂଖ୍ୟା ,୧,୦୧,୦୯୩ ଚିକିତ୍ସିତ ସଂଖ୍ୟା ୫,୬୧୮, ମୃତ ସଂଖ୍ୟା ୮୬୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୫୧୫ ସୁସ୍ଥ ସଂଖ୍ୟା ୩୪,୩୭୭ ଚିକିତ୍ସିତ ସଂଖ୍ୟା ୭୪୦ ମୃତ ସଂଖ୍ୟା ୪୮୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୩,୦୮୭ ସୁସ୍ଥ ସଂଖ୍ୟା ୭୩,୮୩୯ ଚିକିତ୍ସିତ ସଂଖ୍ୟା ୮,୬୪୮, ମୃତ ସଂଖ୍ୟା ୫୯୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.