ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯,୮୩୩।

0 1,174

ଭୁବନେଶ୍ବର ୨୧/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯,୮୩୩ ପଜିଟିଭ ସଂଖ୍ୟା ୧୧,୮୭,୨୯୫ ଚିହ୍ନଟ ହୋଇଛନ୍ତି ୧୦,୮୯,୦୩୩ ଜଣ ସୁସ୍ଥ ହୋଇଥିବା ବେଳେ ୮୯,୭୦୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୦୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୨୩,୦୩୪ ସୁସ୍ଥ ସଂଖ୍ୟା ୧,୮୮,୯୨୦ ଚିକିତ୍ସିତ ସଂଖ୍ୟା ୩୨,୪୮୭, ମୃତ ସଂଖ୍ୟା ୧୬୧୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୬,୩୯୧, ସୁସ୍ଥ ସଂଖ୍ୟା ୯୯,୩୦୨ ଚିକିତ୍ସିତ ସଂଖ୍ୟା ୫୯୯୪, ମୃତ ସଂଖ୍ୟା ୮୬୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୩୭୪ ସୁସ୍ଥ ସଂଖ୍ୟା ୩୪,୦୮୪ ଚିକିତ୍ସିତ ସଂଖ୍ୟା ୭୯୭ ମୃତ ସଂଖ୍ୟା ୪୮୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୧,୧୫୪ ସୁସ୍ଥ ସଂଖ୍ୟା ୬୯,୭୫୯ ଚିକିତ୍ସିତ ସଂଖ୍ୟା ୧୦,୭୯୬, ମୃତ ସଂଖ୍ୟା ୫୯୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.